ପ୍ରଭୁ ପ୍ରାପ୍ତି(ସରସ୍ଵତୀ ମିଶ୍ର)

 ମନନ ଚିନ୍ତନ ଯୋଗ ଆଉ ଧ୍ୟାନ

             ଆତ୍ମ ଜ୍ୟୋତି ବିକଶଇ ,

ଆତ୍ମାର ଶୁଦ୍ଧିରେ ହୃଦେ ଭକ୍ତି ଆସେ

               ପ୍ରଭୁ ପ୍ରାପ୍ତି ହୋଇ ଥାଇ ।

              ***

        ସରସ୍ଵତୀ ମିଶ୍ର

   ଆନନ୍ଦ ନଗର. ବଲାଙ୍ଗିର

Post a Comment

0 Comments