ଶୀର୍ଷକ
ଚରିତ୍ର.
ଯେତେ ଗୁନ୍ ଥିଲେ ଚରିତ୍ର ନାଇଁ ଥିଲେ
ଶୁଭା ନାଇଁ ପାଏ କିଛି
ବର୍ଣ୍ଣବୋଧର୍ ପାଠୁଁ ପଢିଛୁଁ ଆମେ ଗା
ଚରିତ୍ର କେ ରଖ୍ ସଞ୍ଚି.
ଚରିତ୍ରର ସାଙ୍ଗେ ବାକି ଗୁନ୍ ଥିଲେ
ଫୁଲ୍ ବାଗି ମହକିବୁ
ସଭେ କର୍ ବେ ଆଦର୍ ତତେ
ସବୁଠାନେ ମାନ୍ ପାଏବୁ.
ସରସ୍ଵତୀ ମିଶ୍ର.
ଆନନ୍ଦ ନଗର. ବଲାଙ୍ଗିର.
ଶୀର୍ଷକ
ଚରିତ୍ର.
ଯେତେ ଗୁନ୍ ଥିଲେ ଚରିତ୍ର ନାଇଁ ଥିଲେ
ଶୁଭା ନାଇଁ ପାଏ କିଛି
ବର୍ଣ୍ଣବୋଧର୍ ପାଠୁଁ ପଢିଛୁଁ ଆମେ ଗା
ଚରିତ୍ର କେ ରଖ୍ ସଞ୍ଚି.
ଚରିତ୍ରର ସାଙ୍ଗେ ବାକି ଗୁନ୍ ଥିଲେ
ଫୁଲ୍ ବାଗି ମହକିବୁ
ସଭେ କର୍ ବେ ଆଦର୍ ତତେ
ସବୁଠାନେ ମାନ୍ ପାଏବୁ.
ସରସ୍ଵତୀ ମିଶ୍ର.
ଆନନ୍ଦ ନଗର. ବଲାଙ୍ଗିର.
0 Comments