ବଚନ(ସରସ୍ଵତୀ ମିଶ୍ର)

 ଏକ ପଦୀ

ଏ ପାଟିରେ ଅଛି ଅମୃତ ପୁଣି

ଏ ପାଟିରେ ଅଛି ବିଷ

ଭାବି ଚିନ୍ତି କରି ବଚନଟି କୁହ

ନୋହିଲେ ସଭିଙ୍କ ରୋଷ ।

          ***

      ସରସ୍ଵତୀ ମିଶ୍ର.

ଆନନ୍ଦ ନଗର. ବଲାଙ୍ଗିର.

Post a Comment

0 Comments