ସୁଉପଦେଶ
ସୁଷମ ଭୋଜନ
ସୁନିଦ୍ରା ବ୍ୟାୟାମ
ଶରୀର ନିରୋଗ କରେ,
ଗୀତାର ପଠନ
ମନର ମଇଳା
କାଢି ଦେଇ ଫିଙ୍ଗେ ଦୂରେ ।
***
ସରସ୍ଵତୀ ମିଶ୍ର
ଆନନ୍ଦ ନଗର. ବଲାଙ୍ଗିର.
ସୁଉପଦେଶ
ସୁଷମ ଭୋଜନ
ସୁନିଦ୍ରା ବ୍ୟାୟାମ
ଶରୀର ନିରୋଗ କରେ,
ଗୀତାର ପଠନ
ମନର ମଇଳା
କାଢି ଦେଇ ଫିଙ୍ଗେ ଦୂରେ ।
***
ସରସ୍ଵତୀ ମିଶ୍ର
ଆନନ୍ଦ ନଗର. ବଲାଙ୍ଗିର.
0 Comments