ମାଆଠାରୁ ବଡ଼ କେହି
ତିନି ପୁରେ ନାହିଁ
ମାଆଠାରୁ ଦଉଲତ
ଜଗତରେ କାହିଁ
ଶବ୍ଦ ନୁହେଁ ମନ୍ତ୍ରଟିଏ
ଜୀବନର ପଥେ
ମମତାମୟୀ ଦେବୀ ସେ
ଥାଏ ସାଥେ ସାଥେ
ରକତ ନିଗାଡି ମାଆ
ଅମୃତ ଦିଅଇ
ମମତା ରସର ବର୍ଷା
ନିତି ସେ ବର୍ଷଇ
***
ପ୍ରବାସିନୀ ମିଶ୍ର ,ସମ୍ପାଦିକା
ଦିବ୍ୟଦର୍ଶନ ,ପୁରୀ
ମାଆଠାରୁ ବଡ଼ କେହି
ତିନି ପୁରେ ନାହିଁ
ମାଆଠାରୁ ଦଉଲତ
ଜଗତରେ କାହିଁ
ଶବ୍ଦ ନୁହେଁ ମନ୍ତ୍ରଟିଏ
ଜୀବନର ପଥେ
ମମତାମୟୀ ଦେବୀ ସେ
ଥାଏ ସାଥେ ସାଥେ
ରକତ ନିଗାଡି ମାଆ
ଅମୃତ ଦିଅଇ
ମମତା ରସର ବର୍ଷା
ନିତି ସେ ବର୍ଷଇ
***
ପ୍ରବାସିନୀ ମିଶ୍ର ,ସମ୍ପାଦିକା
ଦିବ୍ୟଦର୍ଶନ ,ପୁରୀ
0 Comments