।୧।
ତ୍ରିତାପ ହରଣେ ଜପ ହରି ନାମ,
ଶ୍ରଦ୍ଧା ଭକତି ଅନ୍ତରେ।
ପ୍ରଭୁ ଚଉବାହା ହେବେ ସଦା ସାହା,
ତାରିବେ ସେହୁ ସତ୍ଵରେ।।
***
।୨।
ମୃତ୍ୟୁ ଦୃଶ୍ୟ ପଟେ କାନ୍ଦନ୍ତି ସମସ୍ତେ,
ମାୟା ମୋହ ଫାଶେ ପଡ଼ି।
ଆଣି ନାହିଁ କିଛି ନେଉ ନାହିଁ କିଛି,
ଶୂନ୍ୟ ହସ୍ତେ ଦେବେ ପୋଡ଼ି।।
***
ନରସିଂହ ମହାରଣା, ଗଣେଶ ନଗର,
ରେଙ୍ଗାଲି, ସମ୍ବଲପୁର।



0 Comments