ଅଲ୍ ଝଟିଆ ମନ୍ (କବି ସତ୍ୟ ସିଂ ବାଗ, ତେରେସିଂହା,ଜିଲ୍ଲା - କଳାହାଣ୍ଡି

 ଇ ଅଲ୍ ଝଟିଆ ମନ୍ ଆମର୍ ସବୁ

ସମିଆ ନେ ଆମ୍ କେ ଦଉଡା ସି

ଇଟା ନାଇଁହେଲା ସେଟା ନାଇଁହେଲା

ଭାବେ ଘାଟି ସାନି କରି ମାର୍ସି !!

ଜୀବନ୍ ର୍ ଜଂଜାଲ ରେ ହେଇ ବୁଟ୍

ବୁଟି ମୁନୁଷର୍ ତାର୍ ବଢ଼େ ଗୁର୍ଦୁ ଆଶ୍ 

 ଇଆଡ଼େ କାଲ୍ କଲ୍ କଲେଇ ଆଏସି

ସମିଆ ସରି ସରି ନେ ତାର୍ ପାସ୍ !!

            ***

କବି ସତ୍ୟ ସିଂ ବାଗ

ତେରେସିଂହା, ଜି. କଳାହାଣ୍ଡି

Post a Comment

0 Comments