ତୋ ପ୍ରେମେ ବନ୍ଧା(ଦିଲିପ୍ କୁମାର୍ ମିଶ୍ର, ତାଲଯୁରୀ)

 ତୋ ପ୍ରେମେ ବନ୍ଧା 


ତୋ ପ୍ରେମେ ବନ୍ଧା ମୁ କାଳିଆ ସୁନାରେ 

  ତୋ ପ୍ରେମେ ଅଟେ ମୁଁ ବାଇ 

ରହିବି ରହିଛି ତୋହରି ପାଖରେ 

   ଶରୀରକୁ ଯେହ୍ନେ ଛାୟୀ 

    ତଥାପି ନାହିଁ ଦର୍ଶନ 

 କେବେ ତୋ ଦର୍ଶନ କରିବ 

କାଳିଆ ମୋର ଏ ଚର୍ମ ନୟନ 

              ***

    ଦିଲିପ୍ କୁମାର୍ ମିଶ୍ର 

          ତାଲଯୁରୀ

Post a Comment

0 Comments