ନିର୍ଗୁଣ ପରଂବ୍ରହ୍ମ
ପ୍ରଭୁ ନରହରି ,
ଭକତ ନିମନ୍ତେ
ଦଶ ଅବତାର ଧାରୀ ।
ନାହିଁ ଭାବ ଭକ୍ତି ପଦେ
ଜଣାଏ ପ୍ରଣତି ,
ଦିଅ ଦିବ୍ୟ ଜ୍ଞାନ
ଶେଷେ ମିଳୁ ସଦଗତି ।
କାହାରି ଅନିଷ୍ଟ ଚିନ୍ତା
ନ ଆସୁ ମୋ ମନେ,
ଅନ୍ୟ ଦୁଃଖେ ଦୁଃଖୀ ଦିନ
ସରୁ ମୋ ଜୀବନେ ।
***
ସ୍ଵର୍ଣ୍ଣଲତା
ନୟାଗଡ
ନିର୍ଗୁଣ ପରଂବ୍ରହ୍ମ
ପ୍ରଭୁ ନରହରି ,
ଭକତ ନିମନ୍ତେ
ଦଶ ଅବତାର ଧାରୀ ।
ନାହିଁ ଭାବ ଭକ୍ତି ପଦେ
ଜଣାଏ ପ୍ରଣତି ,
ଦିଅ ଦିବ୍ୟ ଜ୍ଞାନ
ଶେଷେ ମିଳୁ ସଦଗତି ।
କାହାରି ଅନିଷ୍ଟ ଚିନ୍ତା
ନ ଆସୁ ମୋ ମନେ,
ଅନ୍ୟ ଦୁଃଖେ ଦୁଃଖୀ ଦିନ
ସରୁ ମୋ ଜୀବନେ ।
***
ସ୍ଵର୍ଣ୍ଣଲତା
ନୟାଗଡ
0 Comments