ଅନୁଭବୀ

 ନିଦାଘ କଷଣ ଝାଞ୍ଜି ଘନ ଘନ 

ବିରହୀ ପକ୍ଷୀଣୀ ନୀରବେ ଭାବେ 

ନିଦାଘଠୁ କଷ୍ଟ ଏକାକୀ ଜୀବନ 

ଅନୁଭବୀ ସିନା ଜାଣିଛି ଭବେ 

ନିମ୍ନ ସବୁଜିବା ସାନ୍ତ୍ୱନା ଦେଲେବି 

ଭିତରେ ଅନ୍ତର କୁହୁଳୁଥାଏ 

ଭାଙ୍ଗୁଛି ଗଢୁଛି ସେଇ ସୃଷ୍ଟିକର୍ତ୍ତା 

ମୋ ପାଇଁ କିସ ରଖିଛି ସିଏ 

            ... . ସ୍ଵର୍ଣ୍ଣଲତା 

                                 ନୟାଗଡ

Post a Comment

0 Comments