ମଥୁରା ଗମନ( ଗୋଲକ ବିହାରୀ ସାହୁ)

 ମ ଥୁ ରା ଗ ମ ନ 


ଯାଅନା ଛାଡି ଗୋପପୁରରେ

ମୁରଲୀଧର ତୋ ବିନୁ

ହୋଇବୁ ପାଗଳ ଝୁରିବ କଦମ୍ବ ମୂଳ

ଝୁରିବ ଜମୁନା ନୀର କା ସାଥେ

ହେବୁ କହ ଗେଲରେ ବଇଁଶୀଧର

ତୋ ପ୍ରେମେ ହୋଇବୁ ପାଗଳ.......

ମୂରଲୀ ଦେଲେରେ ବାଇ ନାଚୁଁ

ଥିଲୁଁ ଥେଇ ଥେଇ, ଗୋପ ଗୋପୀ

ମେଳ ହୋଇ ଝାସିବୁ ଜମୁନା

ଡେଇଁ ,କା ସାଥେ ହେବ ରାସ

ଖେଳରେ କରନା ଆମକୁ ତ ପର.....!   

           ଗୋଲକ ବିହାରୀ

Post a Comment

0 Comments