ମାଆଁର ପନତ (ଶ୍ରୀ ଗୋଲକ ବିହାରୀ ସାହୁ)


ତୋର ଆଗ୍ଯାଁବଲେ ହଟିଯିବା ଦୁଃଖ ଘୁରେଇଥିଲେ ମାଁପନତ,

ତୋର ଛତର ତଲେରହିଥିଲେ ମାଁ

ଭରିଯିବା ମୋର ତାକତ.......!

ଗୁଟାପନେ ମୁଇଁ ଭରସା ରଖିଛେଁ

ତୋର ପଦତଲେଁ ଥାଇଁ, କାହୁଁ

ମୁଇଁ ଡରମି ତୁଇ ଥାଉ ଥାଉ 

କହନ ଘାଏ ଇଟା ତୁଇ .......!

       ଗୋଲକ ବିହାରୀ

Post a Comment

0 Comments