ପ୍ରକୃତ ଶିକ୍ଷା
ପୁସ୍ତକ ଶିକ୍ଷା ଦିଏ ସିନା ଶିକ୍ଷକ
ସଂସ୍କାର ଦିଏ ଗୁରୁ
ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଏ ସିନା ଛାତ୍ର
ଭକ୍ତି, ସମ୍ମାନେ ଶିଷ୍ୟ ।
***
ଚନ୍ଦ୍ରକାନ୍ତି ମିଶ୍ର
ବଲାଙ୍ଗିର
ପ୍ରକୃତ ଶିକ୍ଷା
ପୁସ୍ତକ ଶିକ୍ଷା ଦିଏ ସିନା ଶିକ୍ଷକ
ସଂସ୍କାର ଦିଏ ଗୁରୁ
ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଏ ସିନା ଛାତ୍ର
ଭକ୍ତି, ସମ୍ମାନେ ଶିଷ୍ୟ ।
***
ଚନ୍ଦ୍ରକାନ୍ତି ମିଶ୍ର
ବଲାଙ୍ଗିର
0 Comments