ଧ୍ଵଂସ (ଗୀତାଞ୍ଜଳି ପୂଜାହାରୀ,ସଭାପତି, ରାଜ୍ୟସ୍ତରୀୟ ଅଭିଜିତ ପୁଜାହାରୀ ସାହିତ୍ୟ ସଂସଦ)

 ଅଗ୍ନି ଧ୍ବଂସ କରେ 

             ଘରଦ୍ବାର ସିନା

  କ୍ରୋଧ ଧ୍ବଂସ କରେ ଶାନ୍ତି,

ବିଷ ଧ୍ବଂସ କରେ            

      ଶରୀର ଜୀବନ

ହିଂସା ଧ୍ବଂସ କରେ ପ୍ରୀତି ।

           ***

ଗୀତାଞ୍ଜଳି ପୂଜାହାରୀ 

        ସଭାପତି  

ରାଜ୍ୟସ୍ତରୀୟ ଅଭିଜିତ

ପୂଜାହାରୀ ସୃତି କମିଟି

    ବିନିକା,ସୁର୍ବଣ୍ଣପୁର

Post a Comment

0 Comments