ନାଇଁ ଚଲେ (ଶ୍ରୀ ମହେନ୍ଦ୍ର ପଟେଲ)

 ରହି ନାଇଁ ହେବାର୍ ଘରେ ବାହାରେ 

     କେନ୍ଥେଇ ପାରମା ଜିଇଁ ,

ସଁସାର୍ ଗୁଟା ତ ଜଲି ଯଉଛେ 

     ଅଲହନ୍ ଦେଲା କେଁ ଛିଇଁ 

ଜୀବ୍ ଜଁତୁ କୁଇଁ କୁଇଁ ,

ଗୁରସ୍ ଲେଖେଁ ମୁନୁଷ୍ ଉଫୁଲୁଛେ ବଲି 

          ନିଶ୍ଚେ ପଡବା ଭୂଇଁ ।

       ନାଇଁ ଚଲେ ମୁଇଁ ମୁଇଁ ।

              ***

        ମହେନ୍ଦ୍ର ପଟେଲ,

        ଡୁଡୁକା , ବଲାଙ୍ଗିର

Post a Comment

0 Comments