ସ୍ୱପ୍ନର ଇଗଲ୍ ଉଡ଼ି ଉଡ଼ି ଯା'ତୁ
ଆଗକୁ ଆଗକୁ ବଢ଼ି ବଢ଼ି ଯା'ତୁ
ନବମଲ୍ଲିକା ନବରସେ ନାଟକ
ଲେଖି ଲେଖି ଯା'ତୁ
ନବାନ୍ନ ଭୋଜି ଭଳି ବତ୍ସା!
ପୁସ୍ତକ ସର୍ଜିସର୍ଜି ଯା ' ତୁ
ନିର୍ମିତ୍ସୁ ! ଲକ୍ଷ୍ୟସ୍ଥଳେ ପହଞ୍ଚି ଯା'ତୁ
ନିଆରା ଖୁସିଟେ ଧରିକି ଆ'ତୁ।
***
କୋରାଇ, ଯାଜପୁର
ମୋ:୯୮୬୧୬୩୭୨୪୬ ସନୁଅରବେଗ"ପାଭିଲ୍"
ସ୍ୱପ୍ନର ଇଗଲ୍ ଉଡ଼ି ଉଡ଼ି ଯା'
ତୁ
ଆଗକୁ ଆଗକୁ ବଢ଼ି ବଢ଼ି ଯା'
ତୁ
ନବମଲ୍ଲିକା ନବରସେ ନାଟକ ଲେଖି ଲେଖି ଯା ' ତୁ
ନବାନ୍ନ ଭୋଜି ଭଳି ବତ୍ସା!
ପୁସ୍ତକ ସର୍ଜିସର୍ଜି ଯା ' ତୁ
ନିର୍ମିତ୍ସୁ ! ଲକ୍ଷ୍ୟସ୍ଥଳେ ପହଞ୍ଚି
ଯା ' ତୁ
ନିଆରା ଖୁସିଟେ ଧରିକି ଆ ' ତୁ।
***
କୋରାଇ, ଯାଜପୁର
ମୋ:୯୮୬୧୬୩୭୨୪୬ରଣୀ
ମିର୍ଜା ସନୁଅରବେଗ"ପାଭିଲ୍"
ସ୍ୱପ୍ନର ଇଗଲ୍ ଉଡ଼ି ଉଡ଼ି ଯା'ତୁ
ଆଗକୁ ଆଗକୁ ବଢ଼ି ବଢ଼ି ଯା'ତୁ
ନବମଲ୍ଲିକା ନବରସେ ନାଟକ
ଲେଖି ଲେଖି ଯା'ତୁ
ନବାନ୍ନ ଭୋଜି ଭଳି ବତ୍ସା!
ପୁସ୍ତକ ସର୍ଜିସର୍ଜି ଯା'ତୁ
ନିର୍ମିତ୍ସୁ ! ଲକ୍ଷ୍ୟସ୍ଥଳେ ପହଞ୍ଚି ଯା'ତୁ
ନିଆରା ଖୁସିଟେ ଧରିକି ଆ'ତୁ।
***
କୋରାଇ, ଯାଜପୁର
ମୋ:୯୮୬୧୬୩୭୨୪୬



0 Comments