କାଳଜୟୀ ଗୌତମ ବୁଦ୍ଧ

 କାଳଜୟୀ ଗୌତମ ବୁଦ୍ଧ 

ମିର୍ଜା ସନୁଅର ବେଗ " ପାଭିଲ୍"

*******************

   ତର୍କ ଓ ଅହିଂସାର ବଳେ 

   ମାନବତାର ଛାୟା ତଳେ 

ଅନ୍ଧବିଶ୍ବାସ ଉଚ୍ଚ ନୀଚ୍ଚ ଭେଦାଭାବ 

ଦୂର କରି ଗଲେ ସେ ଅନେକ ଅଭାବ

   ବୁଦ୍ଧଙ୍କ ସରଳମାର୍ଗ ସ୍ୱଚ୍ଛସ୍ଵଭାବ 

ଆପଣାଇଲେ ଅନେକ ସେ ଦିବ୍ୟଭାବ 

ଶ୍ରମଣ ହୋଇ ଚଳାଇଲେ ଧର୍ମନାବ

ଶ୍ରମଣାର ମଧ୍ୟ ରହିଲାନି ଅଭାବ ।

               ***

କୋରାଇ, ଯାଜପୁର, ମୋ:୯୮୬୧୬୩୭୨୪୭

Post a Comment

0 Comments