ଜ୍ଞାନ ଦେବୀଙ୍କର କୃପା ହୋଇଥିଲେ
ଲକ୍ଷ୍ମୀ ଆସେ ବଳେ ବଳେ
ଜ୍ଞାନୀ ଜନ କେବେ
ଭୋକରେ ମରେ ନା
ବଞ୍ଚିଥାଏ କାଳେ କାଳେ ।୧
ବୁଦ୍ଧିମାନ କେବେ ଗର୍ବ କରେ ନାହିଁ
ଫଳନ୍ତି ବୃକ୍ଷର ପରି ଜ୍ଞାନ ବାଣ୍ଟି ଥାଏ
ସବୁ ବେଳେ ସିଏ
ଶାଶ୍ଵତ ଅମୃତ ଭଳି ।୨)
*****
ଭାରତୀ ମିଶ୍ର ,
ଜୟପୁର ,କୋରାପୁଟ
ଜ୍ଞାନ ଦେବୀଙ୍କର କୃପା ହୋଇଥିଲେ
ଲକ୍ଷ୍ମୀ ଆସେ ବଳେ ବଳେ
ଜ୍ଞାନୀ ଜନ କେବେ
ଭୋକରେ ମରେ ନା
ବଞ୍ଚିଥାଏ କାଳେ କାଳେ ।୧
ବୁଦ୍ଧିମାନ କେବେ ଗର୍ବ କରେ ନାହିଁ
ଫଳନ୍ତି ବୃକ୍ଷର ପରି ଜ୍ଞାନ ବାଣ୍ଟି ଥାଏ
ସବୁ ବେଳେ ସିଏ
ଶାଶ୍ଵତ ଅମୃତ ଭଳି ।୨)
*****
ଭାରତୀ ମିଶ୍ର ,
ଜୟପୁର ,କୋରାପୁଟ
0 Comments