ପିତାମାତା 


ପିତାମାତା ଆମ ଚଳନ୍ତି ଦେବତା

ଅନାବିଳ ତାଙ୍କ ସ୍ନେହ ମମତା 

ସ୍ରଷ୍ଟା ସିଏ ଆମେ ସୃଷ୍ଟି ସମ୍ଭାର 

ସତତ ନମନ ପୟରେ ତାଙ୍କର

ବାପା ଥିଲେ ପୁଅ ହାରେନି ସଭା 

ମାଆ ଲାଗି ନାଁ ରଖି ପାରିବା 

ସେପାଇଁ ଚଳନ୍ତି ଈଶ୍ୱର ସେତ 

ଭକ୍ତରେ ପୂଜିଲେ ଈଶ୍ୱର ତୃପ୍ତ ।

              ...    

         ସ୍ଵର୍ଣ୍ଣଲତା ଦାଶ 

             ଇନ୍ଦିପଟା