ପିତାମାତା

 ପିତା ମାତା ପରା ଚଳନ୍ତି ଠାକୁର 

ମିର୍ଜା ସନୁଅର ବେଗ "ପାଭିଲ୍"

ତୁମେ ମଣି 

ସୂର୍ଯ୍ୟ ପ୍ରକାଶ ଜ୍ୟୋତି ଏବଂ ଋଷି 

ଶ୍ରୀ ଓ ସମୃଦ୍ଧି ଆସେ ଖୁବ୍ ବେଶୀ 

ଅବଶ୍ୟ ହେଲେ ତୁମେ ଦୁହେଁ ଖୁସି

ତୁମେ ଗୁଣି

ତୁମ ଶ୍ରୀଚରଣେ ଯାଉ ଦିନ କଟି 

ତୁମ ଆଶୀର୍ବାଦ ରହି ଥିଲେଟି

ମୁଁ କରୁ ଥିବି ସର୍ବଦା ଉନ୍ନତି।

କୋରାଇ, ଯାଜପୁର, ମୋ:୯୮୬୧୬୩୭୨୪୬

Post a Comment

0 Comments