ତୋର୍ ଛୁଆ ପୁତା ଭାଜି ହେଲେ ପ୍ରଭୁ
ପୁରଥି ହେଲା ଘନା ହାଏଁଣ୍ ,
ଚର୍ ଚରାଚର୍ ହାହାକାର୍ ହେଲେନ
ହିଆ ହାରି ଶୁଖେ ଚଏଁଣ୍ ।
କାହାର୍ ଟୁଁଡେ ନାଇଁ ପଏଣ୍ ,
ଆଏ ଉପେ କର୍ କେନ୍ତା ଢଙ୍ଗେ ପ୍ରାଣୀ
ଧରି ପାରବେ ଯେ ଖଏଁଣ୍ ।
ମହେନ୍ଦ୍ର ପଟେଲ
ଡୁଡୁକା , ବଲାଙ୍ଗିର ।
7978459904
ତୋର୍ ଛୁଆ ପୁତା ଭାଜି ହେଲେ ପ୍ରଭୁ
ପୁରଥି ହେଲା ଘନା ହାଏଁଣ୍ ,
ଚର୍ ଚରାଚର୍ ହାହାକାର୍ ହେଲେନ
ହିଆ ହାରି ଶୁଖେ ଚଏଁଣ୍ ।
କାହାର୍ ଟୁଁଡେ ନାଇଁ ପଏଣ୍ ,
ଆଏ ଉପେ କର୍ କେନ୍ତା ଢଙ୍ଗେ ପ୍ରାଣୀ
ଧରି ପାରବେ ଯେ ଖଏଁଣ୍ ।
ମହେନ୍ଦ୍ର ପଟେଲ
ଡୁଡୁକା , ବଲାଙ୍ଗିର ।
7978459904
0 Comments