ଅହଂ (ଶ୍ରୀମତୀ ସବିତା ହୋତା , ସୁବର୍ଣ୍ଣପୁର)

 ଶୀର୍ଷକ-ଆହଂ 

ଶ୍ମଶାନର ନିଆଁ ଜାଳିପୋଡି ଦିଏ

ହୋଇଗଲା ପରେ ଶବ

ଜୀଅନ୍ତା ଶବକୁ ଜାଳିପୋଡି ଦିଏ

ରାଗ ଦ୍ବେଷ ଅହଂଭାବ। 

ଶ୍ରୀମତୀ ସବିତା ହୋତା ସୁବର୍ଣ୍ଣପୁର

  ଦୂରଭାଷ-7847822762



Post a Comment

0 Comments