ଜୀବନ ତ ନୁହେଁ ମଧୁଝରା
ରାତି
ପରି ରାଇଜର କଥା
କେତେ ଯେ ଯାତନା
ସହିବାକୁ ହୁଏ
ନଇଁବାକୁ ପଡ଼େ ମଥା।
***
ସବିତା ମହାପାତ୍ର
କବିସୂର୍ଯ୍ୟନଗର,ଗଞ୍ଜାମ
0 Comments