ପ୍ରେମିକର ସମ୍ପର୍କ (ଶ୍ରୀ ପ୍ରଦୀପ କୁମାର ଦାଶ,ହରିଶଙ୍କର ରୋଡ, ବଲାଙ୍ଗିର)

 ଆକାଶରେ ତାରା କୋଟି  

       କୋଟି ଭରା

ଏକା ଜହ୍ନ ଢାଳିଥାଏ  

          ଜୋଚ୍ଛନା,

ସରସ ହୃଦୟ ଚିଦାନନ୍ଦମୟ

ଆତ୍ମାର ସଂପର୍କ ଯାଏ ଚିହ୍ନା,

  ସିଏତ ଅସଲି ପ୍ରେମିକ,

ବ୍ରହ୍ମମୟ ସାରା ଏ ଜଗତ   

            ପରା,

ଅଜାଡେ ପ୍ରେମର ପୁଲକ ।।

             ***

  ଶ୍ରୀ ପ୍ରଦୀପ କୁମାର ଦାଶ,

ହରିଶଙ୍କର ରୋଡ,ବଲାଙ୍ଗୀର

Post a Comment

0 Comments