ଏକପଦୀ (ସବିତା ମହାପାତ୍ର, କବିସୂର୍ଯ୍ୟନଗର, ଗଞ୍ଜାମ)


 ପାପ ଅଛି ବୋଲି ପୁଣ୍ୟର 

         ମହକ 

ବେଶି ସିନା ବାସ୍ନାମୟ,

ବିରହରେ ସିନା ପ୍ରେମର

         ଅବିର 

ଲାଗେ ବେଶି ସ୍ବପ୍ନମୟ।

           ***

    ସବିତା ମହାପାତ୍ର 

କବିସୂର୍ଯ୍ୟନଗର ,ଗଞ୍ଜାମ

Post a Comment

0 Comments