ମାଗୁଣି‐୬
********
କରମକେ ଧରି ଫଲଟେ ତ ମିଲବା
ଉକିଲ ଲଗାଲେ ଜେତେ ,
କିଛୁ କାମ ନାଇଁ ଦିଏ ଜାନିଥ
ପୁତାରେ
ଜାଲ ବିଛଉଥ ଜେତେ.....
ଅସଲି କଣ୍ଟା ନିକିତିଟେ
ଧରିଛେ ଉପରେ
ନାଇଁକରେ ଭୁଲ ଭଟକା,
ସମାନ ଉଜନ ଥି ଦେଖାବା
ଦେବାବି
ଭୁଗଲେ ହୋଇବୁ
ଭେଲକା.....!
***
ଗୋଲକ ବିହାରୀ...
ମାଗୁଣି‐୬
********
କରମକେ ଧରି ଫଲଟେ ତ ମିଲବା
ଉକିଲ ଲଗାଲେ ଜେତେ ,
କିଛୁ କାମ ନାଇଁ ଦିଏ ଜାନିଥ
ପୁତାରେ
ଜାଲ ବିଛଉଥ ଜେତେ.....
ଅସଲି କଣ୍ଟା ନିକିତିଟେ
ଧରିଛେ ଉପରେ
ନାଇଁକରେ ଭୁଲ ଭଟକା,
ସମାନ ଉଜନ ଥି ଦେଖାବା
ଦେବାବି
ଭୁଗଲେ ହୋଇବୁ
ଭେଲକା.....!
***
ଗୋଲକ ବିହାରୀ...
0 Comments