ହଁ କି ନାଇଁ କହ
‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐
ଜେନତା ଗଛରମଂଜିଟେ ପୁତବ
ସେ ଗଛନୁ ସେନତା ଫଲଟେ ପାଏବ,
ଗାଡଟେ ପରକୁ ଖୁଲବ ବଇଲେ ସେ
ଗାଡେ ନିଜେ ଢୁକବ ......!
ଗୋଲକ ବିହାରୀ......
‐‐‐‐
ହଁ କି ନାଇଁ କହ
‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐
ଜେନତା ଗଛରମଂଜିଟେ ପୁତବ
ସେ ଗଛନୁ ସେନତା ଫଲଟେ ପାଏବ,
ଗାଡଟେ ପରକୁ ଖୁଲବ ବଇଲେ ସେ
ଗାଡେ ନିଜେ ଢୁକବ ......!
ଗୋଲକ ବିହାରୀ......
‐‐‐‐
0 Comments