କର୍ତ୍ତବ୍ୟ (ଶ୍ରୀ ନିରଞ୍ଜନ ବେହେରା, ବେଲପଡ଼ା, ବଲାଂଗୀର),

 



**** କର୍ତ୍ତବ୍ୟ ****

ଭାରତ ମାଆର ଏ ମହାନ୍

ଜାତୀୟ ମହାପର୍ବରେ

ଗୋଟିଏ ଗୋଟିଏ ଭୋଟ ଦେଇ

ଗଣତନ୍ତ୍ରର ରକ୍ଷା କବଚ ପାଲଟିବା

ଭୋଟଦେବା ଆମ ଅଧିକାର

ଆଉ ଉପଯୁକ୍ତ ପ୍ରାର୍ଥୀଙ୍କୁ

ବାଛିବା ଆମ କର୍ତ୍ତବ୍ୟ।

ସମ୍ପାଦକ - ବ୍ରତତୀ(ମାସିକ ସାହିତ୍ୟ ପତ୍ରିକା)

ବେଲପଡ଼ା,ବଲାଙ୍ଗୀର

Post a Comment

0 Comments