ଦୋଷ୍ (ଶ୍ରୀ ସନାତନ ମିଶ୍ର, ଧାମଣାସର, ବଲାଙ୍ଗୀର)

 











ଦୋଷ୍ ନାଇଁ ଦିଅ କାହାକେ କେଭେ      

 ପାରୁଛ ବ‌ଏଲେ ଶିଖ

ନିନ୍ଦା କରୁ ଏକା ହେତେଇ ଦେସି 

            ଧିଆନ୍ ରେ ତାକେ ଦେଖ 

ତହଁକ୍ ଦେଶୀ ଯିଏ 

ସେ କେଭେ ବି ସାନ୍ ନାଇଁ ସେ 

ତାକେ ବି ରଖ ଲୟେ।

ହମେଷା ହେବା ଜୟେ।

            ***

     କବି ସନାତନ ମିଶ୍ର 

   ଧାମଣାସର, ବଲାଙ୍ଗୀର

Post a Comment

0 Comments