ତୁମେ ଅଛ ପାଶେ ( ସର୍ବାଣୀ ଦାସ, ଅଧିବକ୍ତା,ପୁରୀ)

 ଛାଇ ପରି ତୁମେ ଅଛ ପାଶେ ବୋଲି 

ନିଦାଘର ନାହିଁ ଭୟ ,

ଯେତେ କଣ୍ଟା ଝଣ୍ଟା ଅମଡ଼ା ବାଟକୁ 

ତୁମ ବଳେ ମୁଁ କରିଛି ଜୟ ।

               ***

       ସର୍ବାଣୀ ଦାସ,ଅଧିବକ୍ତା

                 ପୁରୀ




Post a Comment

0 Comments