ଶୁଦ୍ଧି
,,,,,,,,,.,,,,,,,,,,,,,,,,,,,,
ବସନକୁ ଶୁଦ୍ଧ କରିବ ଜଳରେ
ଧାତୁକୁ କର ଅମ୍ଳରେ
ଦେହ ଶୁଦ୍ଧ ହୁଏ ସ୍ନାନ କରିଲେଟି
ମନ ଜପ କାଳିଆରେ।
,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
ଉମା ବଲ୍ଲଭ ଷଡ଼ଙ୍ଗୀ
ବିନିକା
,,,,,,,,,.,,,,,,,,,,,,,,,,,,,,
ବସନକୁ ଶୁଦ୍ଧ କରିବ ଜଳରେ
ଧାତୁକୁ କର ଅମ୍ଳରେ
ଦେହ ଶୁଦ୍ଧ ହୁଏ ସ୍ନାନ କରିଲେଟି
ମନ ଜପ କାଳିଆରେ।
,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,,
ଉମା ବଲ୍ଲଭ ଷଡ଼ଙ୍ଗୀ
ବିନିକା
0 Comments