ବେଦନା (ଶ୍ରୀ ଉମାବଲ୍ଲଭ ଷଡ଼ଙ୍ଗୀ, ବିନିକା)


 

ସବୁରି ଅନ୍ତର ବେଦନାର ପ୍ରଭୂ

     ତୁମେ ଏକା ଅଧିକାରୀ

ଅର୍ପିଲି ତୁମକୁ ମୋହର ବେଦନା

       ନିଅ ତାକୁ ତୁମେ ହରି।

             ***

  ଶ୍ରୀ ଉମା ବଲ୍ଲଭ ଷଡ଼ଙ୍ଗୀ 

              ବିନିକା

Post a Comment

0 Comments