ମିନତି(ଶ୍ରୀ ଉମାବଲ୍ଲଭ ଷଡ଼ଙ୍ଗୀ,ବିନିକା)

 



ଯେତିକି ବେଦନା ଦେଲେ ଦିଅ ପ୍ରଭୂ

   ତହିଁରେ ନାହିଁ ମୋ ଦୁଃଖ

ତୁମରି ନିକଟେ ଏତିକି ମିନତି  

  ପଦ ତଳେ ମୋତେ ରଖ।

              ***

    ଶ୍ରୀ ଉମା ବଲ୍ଲଭ ଷଡ଼ଙ୍ଗୀ 

                ବିନିକା

Post a Comment

0 Comments