ଆଶା
ଉମାବଲ୍ଲଭ ଷଡଙ୍ଗୀ
ବିନିକା
ଯେତିକି ପାଉଛୁ ତହିଁରୁ ଅଧିକ
ଆଶା କରିବୁ ନି ମନ
ଧୀରେ ଧୀରେ ତାହା ମନ ର ଭିତରେ
ବସା ବାନ୍ଧିବ ରେ ଧନ।
ଅନ୍ତର ରେ ତାହା ସଦା ବୁଲୁ ଥିବ
ହୃଦୟେ ଆଣିବ ଦୁଃଖ
ଯେତେ ଖୋଜିଲେ ବି କେବେ ଆଉ ତୁହି
ପାଇବୁ ନି ଟିକେ ସୁଖ।
ଆଶା
ଉମାବଲ୍ଲଭ ଷଡଙ୍ଗୀ
ବିନିକା
ଯେତିକି ପାଉଛୁ ତହିଁରୁ ଅଧିକ
ଆଶା କରିବୁ ନି ମନ
ଧୀରେ ଧୀରେ ତାହା ମନ ର ଭିତରେ
ବସା ବାନ୍ଧିବ ରେ ଧନ।
ଅନ୍ତର ରେ ତାହା ସଦା ବୁଲୁ ଥିବ
ହୃଦୟେ ଆଣିବ ଦୁଃଖ
ଯେତେ ଖୋଜିଲେ ବି କେବେ ଆଉ ତୁହି
ପାଇବୁ ନି ଟିକେ ସୁଖ।
0 Comments