ଏକପଦୀ (ସୁଦାମ ଚରଣ ଦାସ, ଜାଣ୍ଡୋଲ୍, ବରଗଡ଼)

 


ଶହେ ଅଲ୍‌ହନ୍ ଧର୍‌ସେଁ ଆଏବା 

ଚାଲ୍‌ଲା ବେଲେଁ ଆଗ୍‌କେ

ଗୋଡ୍‌ଘିଚା ଲୋକ୍ ବନିହାଁ ଆଏବେ 

ତହଁକ୍ ଦେଇ ପାସ୍‌କେ 

ଚାଲୁଥିବୁ ଉପର୍‌କେ

କାହାରିର୍ କଥା ଶୁନ୍‌ବୁ ନାଇଁ କି 

ଘୁଚ୍‌ବୁ ନାଇଁ ପଛ୍‌କେ ।।

         ***

✍️ ସୁଦାମ ଚରଣ ଦାଶ 

      ଜାଣ୍ଡୋଲ, ବରଗଡ଼

Post a Comment

0 Comments