ଭାବର ପସରା (ପରେଶ କୁମାର ପରୁଆ

 


ଏକ ପଦୀ

********

ଭାବର୍ ପସ୍'ରା ମେଲେଇ ଥିଲେଁ

ସବୁଠାନେ ହେବୁ ଜନେ

ଦୁଃଖର୍ ବେଲେଁ ମୁହୁଁ ନାଇଁ ମୁଡି

ଦଉଡି ଆଏସନ୍ ଛନେ......

*************************

ପରେଶ କୁମାର ପରୁଆ ସୁଭଦ୍ରା ନିବାସ୍ ବିଶିପାଲି ବରଗଡ

Post a Comment

0 Comments