Luha by Gitanjali Pujahari,Binika)


ଏମିତି ଜୀବନରେ ମୋର ମୋଡ ବଦଳେଇ ଦେଲା ଯେ ହସିବାକୁ ଚେଷ୍ଟା କଲେ ବି  ଝରିଯାଏ ଲୁହ

ଅଦେଖା ନୂଆଁରେ ନିତି ମୁଁ ଜଳୁଛି

ଛାତିରେ ଲୁଚେଇ କୋହ ଏମିତି 

ମୋର ହୃଦୟ କହୁଛି ଦୁନିଆଁରେ

ନିଜର କେବଳ ଲୁହ

[6/5, 17:31] Gitanjalli Pujahari: ଗୀତାଞ୍ଜଳି ପୂଜାହାରୀ

ସଭାପତି ଅଭିଜିତ ରାଜ୍ୟ ସ୍ତରୀୟ 

ସ୍ମୃତି କମିଟି ଵିନିକା ସୁଵର୍ଣ୍ଣପୁର

Post a Comment

0 Comments