ରଜପର୍ବ କବିତା ଆସର ଖବର ଗୁଗୁଲ ମିଟ୍ ରେ


ସିଦ୍ଧାର୍ଥ ସାହିତ୍ୟ ସଂସଦ, ବୌଦ୍ଧ ରଜପର୍ବ ଉପଲକ୍ଷେ ଗୋଟିଏ Google Meet ରେ କବିତା ଆସର ଆୟୋଜନ ହେଇ ଥିବାର ବେଳେ ସେଠାରେ ବିଶିଷ୍ଟ କବି କବୟିତ୍ରୀ ମାନେ ଜଡ଼ିତ ହୋଇ ରଜପର୍ବ  କବିତା ମାଧ୍ୟମରେ କବିତା ପାଠ କରି ଥିଲେ।

ସ୍ନେହ ମିଶ୍ର ,ପୁଷ୍ପଲତା ମିଶ୍ର,ମନୋଜ ଜେନା , ଭବେଶ ସାର୍ ,ମୋନିକା ମହାପାତ୍ର,ସୁଷମା ଲେଙ୍କା,ଗଗନ ବିହାରୀ ନାୟକ,ପବିତ୍ର ବେହେରା, ପ୍ରମୋଦିନୀ ଦେଇ, ସ୍ନେହାରାଣୀ ପରିଡ଼ା,ଅରୁଣ ମେହେର, ନୃସିଂହନାଥ ତ୍ରିପାଠୀ , ଚିତ୍ତରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । 

ପ୍ରଶାନ୍ତ ପ୍ରଧାନ ସଂଯୋଜନା କରିଥିଲେ ଏବଂ ଆଜିର ଆସରକୁ ପରିଚାଳନା କରିଥିଲେ ଗୋବିନ୍ଦ ଚନ୍ଦ୍ର ଫlରକ୍ ସାର୍ । ସିଦ୍ଧାର୍ଥ ସାହିତ୍ୟ ସଂସଦ ତରଫରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ।।







 

Post a Comment

0 Comments