ଶିଶୁ ଶ୍ରମିକ - ଗୋବିନ୍ଦ ଚନ୍ଦ୍ର ଫାରକ



 ସ୍ବାଧୀନ ଦେଶରେ ଶିଶୁ ପାଇଁ କେତେ 

ଆଇନ କାନୁନ ଅଛି

ସଭିଏଁ ପଢିବେ ସଭିଏଁ ବଢିବେ

ମୁର୍ଖ ରହିବେନି କିଛି ାା

ଆଜିରେ ବି କିଛି ପିଲାଏ ଅଛନ୍ତି

ବିଦ୍ୟାଳୟକୁ ନଯାଇ

ଶିଶୁ ଶ୍ରମିକର କାର୍ଯ୍ୟ କରୁଛନ୍ତି

ଦୁଃଖଦ ଘଟଣା ଏହି ାା

—×××—

ଗୋବିନ୍ଦ ଚନ୍ଦ୍ର ଫାରକ

ସଂପାଦକ‐ଗାଁ ମଲ୍ଲୀ,ପୁରୀ

Post a Comment

0 Comments