ମୌସୁମୀ ତୁମେ ଆସିବ ବୋଲି
ଧରଣୀ ହସୁଚି ଖିଲି ଖିଲି ।
ଚାଷ କାମ ହେବଟି ବୋଲି
ଚାଷୀ ମନ ଯାଉଥାଏ କୁରୁଳି ।
ଅଭିନବ ପଟ୍ଟନାୟକ ବୌଦ୍ଧ
https://siddharthsahityasansad.blogspot.com/2021/06/blog-post_8.html?m=1
1 Comments
https://siddharthsahityasansad.blogspot.com/2021/06/blog-post_8.html?m=1
ReplyDelete