ଯେଉଁ ମା'ମାନେ ଝିଅକୁ ସୁଜ୍ଞାନେ
ଶିଖାନ୍ତି ଉତ୍ତମ ଜ୍ଞାନ,
ସେହି ମାଆ ପାଇଁ ଝିଅ ଶାଶୁ ଘର
ହୁଅଇ ସ୍ୱର୍ଗ ସମାନ।
***
ଭବାନୀ ଶଙ୍କର ମେହେର
ପେଟୁପାଲି
0 Comments