ବୁଦ୍ଧଂ ଶରଣଂ ଗଚ୍ଛାମି
ପବିତ୍ର ବୈଶାଖ ପୁନି ଦିନେ
ବୁଦ୍ଧଂ ପରଭୁ କଂ ନାଁ ଜଗତେ
ଭରିଛେ ସାରା ସଂସାର ସାରା
ଜଗତ ଜନାମା ଭକତି ଭାବରେ। ୧।
ବୈଶାଖ ପୁନି ଦିନେ ହେଲା
ନିର୍ମାଣ ଆମର ସତ୍ୟ ଧରମ
ଗିତ ଗାଇ ବୁଦ୍ଧଂ ଶରଣଂ ଗଚ୍ଛାମି
ବୁଦ୍ଧଂ ହିଁ କହିଛନ୍ତି ସାରା ସଂସାରେ। ୨।
ସିର୍ଦ୍ଧାର୍ଥ ନାମେ ନାମ ପାଇ ଗୈାତମ
ବୁଦ୍ଧଂ ଦେବ ପୁନି ଦିନ ତାକଁର ନାମ
ଭାବେ ସାରା ସଂସାର ପରିଚିତ ହେଲା
ବୈଶାଖ ମାସର ପୁନି ଦିନେ ଜନମ। ୩।
ଜଗତେ ପାଇଛ ବୁଦ୍ଧଂ ନାମ ରୁପେ
ଗାଁ ଗଡାଁ ସହରେ ନାମ ଉଡୁ ଅଛେ
ବୁଦ୍ଧଂ ନାମ ପରଭୁ ତୁମର ପାଦେ
କୋଟି ଜୁହାର ସତ୍ୟ ଶାନ୍ତି ଧରମେ
ଯାଉ ଦିନ ତୁମର ପାଦେ ଶରଣଁ।। ୪।
***
ଶ୍ରୀ ବିକ୍ରମ ସାହୁ
ବରପାଲି ବରଗଡ଼



0 Comments