ସମିୟା
ମୁଇଁ ଥିଲି, ସମିୟା ଥିଲା, ତୁମେ ନାଇଁଥିଲ
ତୁମେ ଥିଲ, ସମିୟା ଥିଲା, ମୁଇଁ ନାଇଁଥିଲି
ତୁମେ ଅଛ, ମୁଇଁ ଅଛେ, ସମିୟା ନାଇଁନ l
0 Comments