ଶାନ୍ତି


ଶାନ୍ତି ଖୁଜି ଖୁଜି ଆକାଶ ପୁର୍ ଥୀ

ସବୁ ଗୁଟେ କରିଦେଲି

ଭାଏଲ ଲେଖାଥିବା ଶାନ୍ତି ଇଠାନୁ

ଜିରୋ କିଲୋମିଟର ବଲି 

            ***

      ମୀନା ମହାରଣା 

          ସୁବର୍ଣ୍ଣପୁର

Post a Comment

0 Comments