ଆକର୍ଷଣ (ଅଧ୍ୟାପିକା ବୈଜୟନ୍ତୀ ସାହୁ , ବିନିକା


କବିତା !ମାଟିରେ ମିଶିଯିବା 

ପୂର୍ବରୁ ତୁମ ପାଇଁ ଏ ଦୁର୍ବାର ଆକର୍ଷଣ ମୋର...

ତୁମେ ଇ ତ 

ପ୍ରକୃତି ଓ ପୀୟୂଷର 

ମିଳନର ସୂତ୍ରଧର...

            ***

  ଅଧ୍ୟାପିକା ବୈଜୟନ୍ତୀ ସାହୁ

              ବିନିକା

Post a Comment

0 Comments