ବେଦନା*ଅଧ୍ୟାପିକା ବୈଜୟନ୍ତୀ ସାହୁ,ବିନିକା *


ଅଦୂରେ ବାଜୁଛି ବଂଶୀ 

ମୋ ଜୀବନେ 

              ରାହା ତୋଳି...

 ଅନ୍ତଃସାର ଶୂନ୍ୟ ପଥେ

  ଅନ୍ତର ତଳୁ ବ୍ୟଥାଟିଏ 

ଖୁଞ୍ଚି ହୋଇ ରକ୍ତ ଝରାଏ 

    ମନଟା ଯାଏ ଝାଉଁଳି....।

              ****

  ଅଧ୍ୟାପିକା ବୈଜୟନ୍ତୀ ସାହୁ,

               ବିନିକା

Post a Comment

0 Comments