ତୁଛ୍ଛାକୁ ଏତେ(ଶ୍ରୀମତୀ ସବିତା ହୋତା, ସୁବର୍ଣ୍ଣପୁର)

          

ଅଗାଧ ଜଳରେ ରହି ରୋହିରାଣୀ

      ଗର୍ବ ନ ଥାଏ ମନରେ

ଫରଫର ହୋଇ ଘୂରେ ଦଣ୍ଡକିରୀ

    ଥାଇ ଚଳୁଏ ପାଣିରେ। 

ଲକ୍ଷେତାରା ମିଶି ଆଲୋକ ଦେଲେ ହେଁ

    ଅନ୍ଧାର ଆକାଶ ଦେଶ

ଏକ ଚନ୍ଦ୍ରମାର ଜୋଛନାରେ ତୋଫା

       ସାରା ପୃଥିବୀ ଆକାଶ। 

                 ***

ଶ୍ରୀମତୀ ସବିତା ହୋତା ,ସୁବର୍ଣ୍ଣପୁର

   ଦୂରଭାଷ-7847822762

Post a Comment

0 Comments