କାଣା ମାଗମି ମାହାପୁରୁ ତତେ
ଯେତେ ପାଏଲେ ଲାଗୁଛେ କମ୍
ଏନତା ଧନ୍ ଟେ ଦେ ଯେ ଯେନ୍ତା
ସନ୍ତୋଷ ହେଇଯଉ ମନ୍।
***
ଚନ୍ଦ୍ରକାନ୍ତି ମିଶ୍ର ,
ବଲାଙ୍ଗୀର।
0 Comments