ତ୍ରିରଙ୍ଗା(ଶ୍ରୀମତୀ ସୁଚିତ୍ରା ନାୟକ ,ଭୁବନେଶ୍ୱର

 ଏକପଦୀ 

ରାଗ - ଚୋଖି

*************

ନାରଙ୍ଗୀ ଶ୍ବେତ ସବୁଜ

ତ୍ରିରଙ୍ଗା ଜାତୀୟ ଧ୍ୱଜ

ତିନି ରଙ୍ଗର ଅପୂର୍ବ ସୁସମାହାର

ତା ମଧ୍ୟେ ଅଶୋକ ଚକ୍ର

ନ୍ୟାୟ ଧର୍ମର ପ୍ରତୀକ

ନୀଳ ବର୍ଣ୍ଣ ଅଟେ ସେ ତା ଚବିଶି ଅର

ବୀରତ୍ୱ ଶାନ୍ତି ସମୃଦ୍ଧତା..... 

ତ୍ରିରଙ୍ଗା ପତାକା କହେ ଆମ ଏକତା।


ଶ୍ରୀମତୀ ସୁଚିତ୍ରା ନାୟକ

     ଭୁବନେଶ୍ୱର

Post a Comment

0 Comments