ଅନାଥ ଜନ ନାଥ
ମୋ ପ୍ରଭୁ ଜଗନ୍ନାଥ
ଦୁଃଖ ନାଶନ ଦଇତାରୀ
ନୀଳଚକ୍ରେ ଅନାଇଁ
କର ଯୋଡ଼ି ଜଣାଇ
ମଣିମା ଶୁଣ ମୋ ଗୁହାରୀ
ହେ ମହାବାହୁ
ଦୀନବନ୍ଧୁ ବୋଲାଅ ଭବେ
ଦୀନଜନର ନାଥ ତୁମ୍ଭେ ।।
***
ଶ୍ରୀମତୀ ସୁଚିତ୍ରା ନାୟକ
ଭୁବନେଶ୍ୱର
ଅନାଥ ଜନ ନାଥ
ମୋ ପ୍ରଭୁ ଜଗନ୍ନାଥ
ଦୁଃଖ ନାଶନ ଦଇତାରୀ
ନୀଳଚକ୍ରେ ଅନାଇଁ
କର ଯୋଡ଼ି ଜଣାଇ
ମଣିମା ଶୁଣ ମୋ ଗୁହାରୀ
ହେ ମହାବାହୁ
ଦୀନବନ୍ଧୁ ବୋଲାଅ ଭବେ
ଦୀନଜନର ନାଥ ତୁମ୍ଭେ ।।
***
ଶ୍ରୀମତୀ ସୁଚିତ୍ରା ନାୟକ
ଭୁବନେଶ୍ୱର
0 Comments